ଭୁଶୁଡ଼ୁଛି ମାଓ ଦୁର୍ଗ, ୭୧ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି:୨୪/୦୯(ଶିବାନୀ ପଣ୍ଡା): ଭୁଶୁଡ଼ୁଛି ମାଓ ଦୁର୍ଗ। ଅସ୍ତ୍ର  ଛାଡ଼ିଲେ ୭୧ ମାଓବାଦୀ। ଛତିଶଗଡ଼ର ଦାନ୍ତେୱାଡା ପୁଲିସକୁ ବଡ଼ ସଫଳତା। ଦାନ୍ତେୱାଡା ଏସପିଙ୍କ ନିକଟରେ ୭୧ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏହି ୭୧ ମାଓବାଦୀଙ୍କ ମଧ୍ଯରେ ୩୦

Read More